ଇମେଲ କିପରି ଯୋଗ କରିବି ?

ଇମେଲ ଯୋଗ କରିବାରେ ଆପଣଙ୍କୁ ମିଳୁଥିବା ସୁବିଧା  :

 

  • ଇମେଲ ଡାଇଜେଷ୍ଟ ପାଇବା ପାଇଁ

  • ଯୋଗାଯୋଗ ରକ୍ଷା କରନ୍ତୁ

  • ସମସ୍ତ ସୂଚନା ପାଆନ୍ତୁ

  • ଆକାଉଣ୍ଟ୍ ଫେରି ପାଇବା ପାଇଁ

 

ଇମେଲ ଠିକଣା କିପରି ଯୋଗ କରିବେ ?

 

  1. ନିଜ ପ୍ରୋଫାଇଲ୍ କୁ ଯାଆନ୍ତୁ

  2. ସେଟିଂ ଉପରେ କ୍ଲିକ୍ କରନ୍ତୁ

  3. ଆକାଉଣ୍ଟ୍ କୁ ଯାଆନ୍ତୁ

  4. ଇମେଲ ଠିକଣା ଯୋଗ କରନ୍ତୁ ଉପରେ କ୍ଲିକ୍ କରନ୍ତୁ

  5. ଇମେଲ ଠିକଣା ଦେବା ପରେ ଆପଣଙ୍କୁ ଏକ ନିଶ୍ଚିତ କରିବା ପାଇଁ ଲିଙ୍କ୍ ସେହି ଇମେଲ ରେ ପଠାଇ ଦିଆଯିବ। ଆପଣ ଏହା ଉପରେ କ୍ଲିକ୍ କରି ଇମେଲ କୁ ନିଶ୍ଚିତ କରି ପାରିବେ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?