ଆଲୋଚନା ବିଭାଗ କିପରି ବ୍ୟବହାର କରିବି ?

  • ଆଜିର ଆଲୋଚନା ପ୍ରତିଲିପି ହୋମ୍ ପେଜ ରେ ଆପ ରେ ଦେଖାଯାଇଥାଏ। 

  • ଏଥିରେ ପ୍ରତିଦିନ ନୂଆ ନୂଆ ପ୍ରକାରର ପ୍ରଶ୍ନ ଆସିଥାଏ। 

  • ଏଥିରେ ଆପଣ ନିଜର ଉତ୍ତର ଲେଖା ଲେଖି ସିଧା ସଳଖ ପାଠକ ମାନଙ୍କ ନିକଟରେ ପହଂଚି ପାରିବେ। 

  • ଏଥିରେ ବିଷୟ ଗୁଡ଼ିକ ପ୍ରତିଦିନ ପରିବର୍ତ୍ତିତ ହୋଇଥାଏ।

  • ଆପଣ ଆଜିର ଆଲୋଚନା ପ୍ରଶ୍ନ ଉପରେ ଲେଖିବା ସହିତ ପୁରୁଣା ପ୍ରଶ୍ନ ଗୁଡ଼ିକ ଉପରେ ମଧ୍ୟ ଲେଖି ପାରିବେ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?