ଇମେଲ ଠିକଣା ଭୁଲି ଯାଇଛନ୍ତି କଣ୍ କରିବେ ?

ଯଦି ଆପଣ ଲଗିନ କରିଛନ୍ତି କିନ୍ତୁ କେଉଁ ଇମେଲ ବ୍ୟବହାର କରିଛନ୍ତି ଜାଣିପାରୁ ନାହାନ୍ତି ତେବେ ଆପ/ବ୍ରାଉଜର ରେ ସେଟିଂ କୁ ଯାଇ ଆପଣଙ୍କ ଇମେଲ ଦେଖି ପାରିବେ। 

 

ଜଡି ଆପଣ ଲଗ୍ ଆଉଟ୍ କରି ନେଇଛନ୍ତି କିନ୍ତୁ କେଉଁ ଇମେଲ ଠିକଣା ବ୍ୟବହାର କରିଛନ୍ତି ଜାଣି ନାହାନ୍ତି ତେବେ ପାସ୍ ୱାର୍ଡ ଭୁଲିଯାଇଛନ୍ତି ଉପରେ କ୍ଲିକ୍ କରି ନିଜ ସମସ୍ତ ଇମେଲ ଠିକଣା ଦେଇ ଚେଷ୍ଟା କରନ୍ତୁ। ପ୍ରତିଲିପି ଆପଣଙ୍କ ରେଜିଷ୍ଟର ଇମେଲ ରେ 

ପାସ୍ ୱାର୍ଡ ରିସେଟ୍ ଲିଙ୍କ୍ ପଠାଇ ଦେବ। 

 

ଏଥିରୁ ଆପଣ ନିଜ ଇମେଲ ଠିକଣା ବିଷୟରେ ନିଶ୍ଚିତ ହୋଇ ପାରିବେ। 

 

ଯଦି ଆପଣ ନିଜର ପୁରୁଣା ଇମେଲ ଠିକଣା ମାନେ ରଖିଛନ୍ତି କିନ୍ତୁ ପ୍ରତିଲିପି ଆପ ରୁ ଲଗ୍ ଆଉଟ୍ ହୋଇଯାଇଛନ୍ତି ଏବଂ ଉପର କୌଣସି ଉପାୟରେ ଲଗିନ୍ କରିପାରୁ ନାହାନ୍ତି ତେବେ ଆମକୁ ସମ୍ପର୍କ କରନ୍ତୁ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?