ପ୍ରତିଲିପି ରେ ଲଗିନ କରିବାରେ ଅସୁବିଧା ?

ଜଡି ଆପଣ ନିଜ ଆକାଉଣ୍ଟ୍ ଦେଖି ପାରୁନାହାନ୍ତି, ନିଜ କୌଣସି କାହାଣୀ ଦେଖି ପାରୁ ନାହାଁନ୍ତି ତେବେ -

  • ଆପଣ ଅନ୍ୟ ଏକ ଆକାଉଣ୍ଟ୍ କୁ ଭୁଲ୍ ରେ ଲଗିନ୍ କରି ଦେଇ ପାରିଥାନ୍ତି। ଯାଞ୍ଚ୍ କରନ୍ତୁ। 

  • ପୂର୍ବରୁ ଯେଉଁ ଇମେଲ କିମ୍ବା ଫେସବୁକ୍ ବ୍ୟବହାର କରି ଲଗିନ୍ କରିଥିଲେ ସେହି ସମାନ ସୂଚନା ବ୍ୟବହାର କରନ୍ତୁ। 

  • ଯଦି ଏହା ଠିକ୍ ଅଛି ତଥାପି ଆପଣ ଲଗିନ୍ କରି ପାରୁ ନାହାଁନ୍ତି ତେବେ ଆମକୁ ଆପଣଙ୍କ ଇମେଲ ଠିକଣା ସହିତ ସମ୍ପର୍କ କରନ୍ତୁ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?