ଇମେଲ ଠିକଣା କିପରି ପରିବର୍ତ୍ତନ କରିବି ?

ଇମେଲ ଯୋଗ କରିବାରେ ସୁବିଧା :

  • ପାସ୍ ୱାର୍ଡ ପରିବର୍ତ୍ତନ କରି ପାରିବେ

  • ଆକାଉଣ୍ଟ୍ ଯାଞ୍ଚ୍ କରି ପାରିବେ

  • ପ୍ରତିଲିପି ରୁ ସମସ୍ତ ସୂଚନା ପାଇ ପାରିବେ

 ଫୋନ୍ ରେ ଇମେଲ ପରିବର୍ତ୍ତନ କରିବା ପାଇଁ : 

  1. ନିଜ ପ୍ରୋଫାଇଲ୍ କୁ ଯାଆନ୍ତୁ

  2. ଏବେ ସେଟିଂ ଉପରେ କ୍ଲିକ୍ କରନ୍ତୁ

  3. ଏବେ ଆକାଉଣ୍ଟ୍ କୁ ଯାଇ ଇମେଲ ପରିବର୍ତ୍ତନ ଉପରେ କ୍ଲିକ୍ କରନ୍ତୁ। 

  4. ଏବେ ନୂଆ ଇମେଲ ଠିକଣା ଦିଅନ୍ତୁ

  5. ଏବେ ଆପଣଙ୍କୁ ଏକ ଲିଙ୍କ୍ ଏହି ନୂଆ ଇମେଲ ରେ ପଠାଇ ଦିଆଯିବ

  6. ଏହା ଉପରେ କ୍ଲିକ୍ କରି ଆପଣ ଇମେଲ ପରିବର୍ତ୍ତନ କରି ପାରିବେ

  7. ଆଗରୁ ବ୍ୟବହୃତ ହୋଇଥିବ ଇମେଲ ଆପଣ ପରିବର୍ତ୍ତନ ନିମନ୍ତେ ବ୍ୟବହାର କରି ପାରିବେ ନାହିଁ 

ଯଦି ଇମେଲ ଭୁଲି ଯାଇଛନ୍ତି ତେବେ ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖନ୍ତୁ ।

ଯଦି ଇମେଲ ଭୁଲି ଯାଇଛନ୍ତି ତେବେ ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖନ୍ତୁ : Forgot Email

ଯଦି ତଥାପି ଆପଣ ଆପଣଙ୍କ ଇମେଲ ପାଇ ପାରୁ ନାହାଁନ୍ତି କିମ୍ବା ବଦଳାଇ ପାରୁ ନାହିଁ ତେବେ ଆମକୁ ସମ୍ପର୍କ କରନ୍ତୁ। 

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?