ମୁଁ କିପରି ମୋ ବ୍ୟାଙ୍କ୍ ଆକାଉଣ୍ଟ୍ ସୂଚନା ଯୋଗ କରି ପାରିବି ?

ଯଦି ଆପଣଙ୍କ ରୋଜଗାର ୫୦ ଟଙ୍କାରୁ ଅଧିକ ଅଛି ତେବେ ସଠିକ୍ ତଥ୍ୟ ଦେଇ ଆକାଉଣ୍ଟ୍ ପୂରଣ କରନ୍ତୁ। ଯଦି ଆକାଉଣ୍ଟ୍ ତଥ୍ୟ ଭୁଲ ଥାଏ କିମ୍ବା କୌଣସି କାରଣ ଯୋଗୁଁ ପେମେଣ୍ଟ ହୋଇ ପରେ ନାହିଁ ତେବେ ଆମେ ଇମେଲ ଯୋଗେ ଜଣାଇ ଦେବୁ। 

 

ଇମେଲ ପାଇବା ମାତ୍ରକେ ଆପଣଙ୍କ ସଠିକ୍ କିମ୍ବା ଦ୍ୱିତୀୟ ଆକାଉଣ୍ଟ୍ ର ନାମ,ଆକାଉଣ୍ଟ୍ ନମ୍ୱର୍, IFSC କୋଡ଼ ଆମକୁ ସଙ୍ଗେ ସଙ୍ଗେ ପଠାନ୍ତୁ। ଆପଣ ନିଜେ ସୁରକ୍ଷା ଦୃଷ୍ଟିରୁ ଆକାଉଣ୍ଟ୍ ତଥ୍ୟ ବଦଳାଇ ପାରିବେ ନାହିଁ କିମ୍ବା ଆମେ ଏହାକୁ ହଟାଇ ପାରିବୁ ନାହିଁ । ତେଣୁ ଧ୍ୟାନର ସହିତ ସଠିକ ସୂଚନା ଦିଅନ୍ତୁ ।

 

ପରେ କୌଣସି ପରିବର୍ତ୍ତନ ଚାହୁଁଥିଲେ ଆକାଉଣ୍ଟ୍ ତଥ୍ୟ ଆମକୁ ଇମେଲ କରନ୍ତୁ । ବର୍ତ୍ତମାନ ପାଇଁ ସୁରକ୍ଷା ଦୃଷ୍ଟିରୁ ଆମେ ଏବେ ପରିବର୍ତ୍ତନ ବିକଳ୍ପ ରଖି ନାହୁଁ। ଦୟାକରି ଆମକୁ [email protected] ରେ ଆମକୁ ଜଣାନ୍ତୁ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?