ପ୍ରତିଯୋଗିତା ବିଷୟରେ ଅଧିକ ଜାଣିବାକୁ ଚାହୁଁଛି ।

  • ଆପଣ ଅଧିକ ଦେଖନ୍ତୁ ବଟନ୍ ଉପରେ କ୍ଲିକ୍ କରି ପ୍ରତିଯୋଗିତା ବିଷୟରେ ସମସ୍ତ ସୂଚନା ପାଇ ପାରିବେ।

  • ପ୍ରତିଯୋଗିତା ଗୁଡିକରେ ଭାଗ ନେଇ ଆପଣ ଆର୍ଥିକ ପୁରସ୍କାର ଜିତିବା ସହିତ ବହି ପ୍ରକାଶନରେ ସାମିଲ୍ ହୋଇ ପାରିବେ। 

  • ଆପଣଙ୍କ ଲେଖା ଗୁଡ଼ିକର ପ୍ରଚାର ହୋଇ ଏହା ଲକ୍ଷ ଲକ୍ଷ ପାଠକ ମାନଙ୍କ ନିକଟରେ ଫେସବୁକ୍ ମାଧ୍ୟମରେ ପହଞ୍ଚିବ। 

  • ଆପଣଙ୍କ କାହାଣୀ ଗୁଡ଼ିକର ଅଡିଓ ଓ ଭିଡିଓ ଆଦି ତିଆରି କରାଯାଇ ପ୍ରଚାର ପ୍ରସାର ନିମନ୍ତେ ବ୍ୟବହାର କରାଯିବ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?