ମୁଁ ଜଣଙ୍କର ଷ୍ଟୋରୀ କିପରି ରିପୋର୍ଟ୍ କରି ପାରିବି ?

ଯଦି କୌଣସି ଷ୍ଟୋରୀ କୌଣସି ନିୟମ ଉଲଂଘନ କରିଥାଏ ତେବେ ଏହାକୁ ଆପଣ ରିପୋର୍ଟ୍ କରି ପାରିବେ :

 

  • ଷ୍ଟୋରୀ ଟିକୁ ଖୋଲନ୍ତୁ

  • ଏହା ଉପରେ କ୍ଲିକ୍ କରି ପ୍ରୋଫାଇଲ୍ କୁ ଯାଆନ୍ତୁ

  • ଏବେ ଷ୍ଟୋରୀ ର ପୋଷ୍ଟ ଦେଖିବାକୁ ମିଳିବ

  • ଏବେ ପୋଷ୍ଟ କୁ ଯାଆନ୍ତୁ। 

  • ଏହା ପାଖରେ ଥିବା ରିପୋର୍ଟ୍ ଉପରେ କ୍ଲିକ୍ କରି ଏହାକୁ ରିପୋର୍ଟ୍ କରନ୍ତୁ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?