ଅନେକ କାହାଣୀର ଭାଗ ଗୁଡ଼ିକ କାହିଁକି ଲକ୍ ଦେଖାଉଛି ?

  • ପ୍ରତିଲିପି ରେ ଲେଖକ ମାନଙ୍କୁ ଏକ ରୋଜଗାର ର ମାଧ୍ୟମ ଯୋଗାଇ ଦେବାପାଇଁ ଏହି ସବସ୍କ୍ରିପସନ୍ କାର୍ଯ୍ୟକ୍ରମ ଫିଚର୍ ଯୋଗାଇ ଦିଆଯାଇଛି।

  • ପ୍ରତିଲିପି ରେ ଅଧିକାଂଶ ଲେଖକ ହୋମ୍ ମେକର୍ ଓ ଛାତ୍ର ଅଟନ୍ତି ତେଣୁ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। 

  • ଏଥି ଅନ୍ତର୍ଗତ ଧାରାବାହିକ ଗୁଡ଼ିକର ଭାଗ ଲକ୍ ହୋଇ ରହିବ ଓ ଏହା ସବସ୍କ୍ରାଇବ କରିଥିବା ପାଠକ ମାନେ ସଙ୍ଗେ ସଙ୍ଗେ ପଢ଼ି ପାରିବେ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?