କୌଣସି ଲେଖା କିମ୍ବା ଧାରାବାହିକ କିପରି ଡିଲିଟ୍ କରିବି ?

କୌଣସି କାହାଣୀ ହଟାଇବା ପାଇଁ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିତ ହେବା ପରେ ହିଁ ଏହାକୁ ଡିଲିଟ୍ କରନ୍ତୁ। ଡିଲିଟ୍ କରିବା ପରେ ଏହାକୁ ଫେରାଇ ଆଣିବା ଅସମ୍ଭବ। 

 

  • ଆପ ରେ କାହାଣୀ ଡିଲିଟ୍ କରିବା ପାଇଁ ଏହାକୁ ପ୍ରଥମେ ନିଜ ପ୍ରୋଫାଇଲ୍ କୁ ଯାଇ କ୍ଲିକ୍ କରି ଖୋଲନ୍ତୁ।

  • ଏହାକୁ ଏବେ ଅପ୍ରକାଶିତ କରି ଡ୍ରାଫ୍ଟ ରେ ରଖି ଦିନରୁ। 

  • ପରେ ଲେଖନ୍ତୁ ଚିହ୍ନ ଉପରେ କ୍ଲିକ୍ କରି ଏହି ଡ୍ରାଫ୍ଟ କୁ ଯାଆନ୍ତୁ ଓ ଏହାକୁ ଡିଲିଟ୍ କରି ଦିଅନ୍ତୁ। 

 

ଧାରାବାହିକ ଡିଲିଟ୍ କରିବା ପାଇଁ :

  • ଏହାକୁ ଆପଣ ଏକା ଥରକେ ଡିଲିଟ୍ କରି ପାରିବେ ନାହିଁ। 

  • ଭାଗ ଭାଗ କରି ହଟାଇବା ପାଇଁ ପ୍ରଥମେ ଧାରାବାହିକ କୁ ଖୋଲନ୍ତୁ। ଏହାର ସମସ୍ତ ଭାଗ ର ଡାହାଣ ପାଖରେ ଆପଣଙ୍କୁ ଅପ୍ରକାଶିତ କରନ୍ତୁ ବିକଳ୍ପ ଦେଖିବାକୁ ମିଳିବ। 

  • ଏହା ଉପରେ କ୍ଲିକ୍ କରି ଭାଗକୁ ଅପ୍ରକାଶିତ କରି ନିଅନ୍ତୁ। ପରେ ଏହି ଭାଗ ଡ୍ରାଫ୍ଟ ଆକାରରେ ସେହି ଧାରାବାହିକରେ ତଳେ ଦେଖାଯିବ। 

  • ଏହାକୁ ଆପଣ ଡ୍ରାଫ୍ଟ ରୁ ହଟାଇ ପାରିବେ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?