ସୁପର୍ ଫ୍ୟାନ କଣ୍ ?

ସୁପର୍ ଫ୍ୟାନ ସବସ୍କ୍ରିପସନ୍ କାର୍ଯ୍ୟକ୍ରମ କଣ୍ ?

ଆପଣ ପ୍ରକାଶ କରୁଥିବା ଧାରାବାହିକ ଓ କେବଳ ଧାରାବାହିକ ଯାହା ବର୍ତ୍ତମାନ୍ ମଧ୍ୟ ଚାଲୁଅଛି, ଆପଣ ସକ୍ରିୟ ଭାବରେ ଏହାକୁ ଲେଖୁଛନ୍ତି,ଏହା ସବସ୍କ୍ରିପସନ୍ ଅନ୍ତର୍ଗତ ଆସିବ। ଏଥି ଅନ୍ତର୍ଗତ ସବସ୍କ୍ରାଇବ କରିଥିବା ପାଠକ ମାନେ ଆପଣଙ୍କ ପରବର୍ତ୍ତୀ ଭାଗ କୁ ଅନ୍ୟ ପାଠକଙ୍କ ତୁଳନାରେ ୫ ଦିନ ପୂର୍ବରୁ ପାଇ ପାରିବେ(ଅନ୍ୟ ଅର୍ଥରେ, ଅନ୍ୟ ପାଠକ ଯେଉଁ ମାନେ ସବସ୍କ୍ରାଇବ କରି ନାହାନ୍ତି ସେମାନେ ୫ ଦିନ ପରେ ଏହି ଲେଖା ପାଇବେ)ଏବଂ ଏଥିରୁ ମିଳୁଥିବା ଅର୍ଥ ସିଧାସଳଖ ନିଜ ଆକାଉଣ୍ଟ ରେ ପାଇ ପାରିବେ। 

 

  • ମୁଁ ସବସ୍କ୍ରିପସନ୍ ଅନ୍ତର୍ଗତ ଯୋଗ୍ୟ କି ନାହିଁ କିପରି ଜାଣିବି ?

  • ଆପଣଙ୍କ ଆପ ଭର୍ସନ୍ 5.4.0 ରୁ ଆଗକୁ ହୋଇଥିବ।ଆପଣ ନିଜ ପ୍ରୋଫାଇଲ୍ ରେ ଗୋଲ୍ଡେନ ବ୍ୟାଚ ଦେଖିବାକୁ ପାଇବେ

  • ଏକ ଶୁଭକାମନା ମେସେଜ ତଥା FAQ ବିଭାଗ ଆପଣ କଲମ ଚିହ୍ନ ଉପରେ କ୍ଲିକ୍ କରି ଦେଖି ପାରିବେ।

  • ମୋତେ ମୋ ପ୍ରୋଫାଇଲ୍ ରେ ଗୋଲ୍ଡେନ ଷ୍ଟିକର ଦେଖିବାକୁ ମିଳୁନାହିଁ।ଏହାର ଅର୍ଥ ମୁଁ ସବସ୍କ୍ରିପସନ୍ ଅନ୍ତର୍ଗତ ନାହିଁ ? ହଁ, ଏହାର ଅର୍ଥ ଆପଣଙ୍କ ପ୍ରୋଫାଇଲ୍ ସବସ୍କ୍ରିପସନ୍ ଅନ୍ତର୍ଗତ ଆସିନାହିଁ।

  • ସବସ୍କ୍ରିପସନ୍ ପାଇଁ କିପରି ବଛା ଯାଇଥାଏ ? ଆପଣଙ୍କର ଅତି କମରେ ୨୦୦ ଫେଲୋଅର ଥିବେ। 

  • ଆପଣ ଗତ ୩୦ ଦିନ ମଧ୍ୟରେ ଅତି କମରେ ୫ ଟି ଲେଖା ପ୍ରକାଶ କରିଥିବେ।ମୋର ୨୦୦ ଜଣ ଫେଲୋ ଆର୍ ଅ ଅଛନ୍ତି କିନ୍ତୁ ତଥାପି ଏହା ସବସ୍କ୍ରିପସନ୍ ରେ ଦେଖାଉ ନାହିଁ।ଆପଣ ଆଗାମୀ ୩୦ ଦିନ ମଧ୍ୟରେ ୫ ଟି ଲେଖା ନିଶ୍ଚିତ ପ୍ରକାଶ କରନ୍ତୁ। ଏହା ନିଶ୍ଚିତ ସବସ୍କ୍ରିପସନ୍ ଅନ୍ତର୍ଗତ ଦେଖାଇବ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?