ମୁଁ କିପରି ମୋ ପ୍ରତିଲିପି ଆକାଉଣ୍ଟ୍ କୁ ସୁରକ୍ଷିତ କରି ରଖି ପାରିବି ?

  • ପ୍ରତିଲିପି ରେ ଆପଣଙ୍କ ସମସ୍ତ ବ୍ୟକ୍ତିଗତ ସୂଚନା ସୁରକ୍ଷିତ ରହିବ। ଏହା କେବେହେଲେ କୌଣସି ସ୍ଥାନରେ ଖୋଲା ଖୋଲି ଭାବରେ ବ୍ୟବହାର କରାଯିବ ନାହିଁ। 

 

ଆପଣଙ୍କ ଆକାଉଣ୍ଟ୍ କୁ ସୁରକ୍ଷିତ ରଖିବା ପାଇଁ କଣ୍ କରିବେ

 

କଷ୍ଟ ଓ ବଡ ପାସ୍ ୱାର୍ଡ

  • ସହଜ ଓ ଛୋଟ ପାସ୍ ୱାର୍ଡ ବ୍ୟବହାର ନ କରି ମିଶାମିଶି ଶବ୍ଦ, ଅକ୍ଷର ଓ ଚିହ୍ନ ବ୍ୟବହାର କରନ୍ତୁ। 

  • ସହଜରେ ଆପଣଙ୍କ ନମରୁ ଭାବି ହୋଇଯାଇଥିବା ପାସ୍ ୱାର୍ଡ ବ୍ୟବହାର କରନ୍ତୁ ନାହିଁ। 

  • ପ୍ରତି ୬ ମାସରେ ଥରେ ପାସ୍ ୱାର୍ଡ ବଦଳାନ୍ତୁ। 

 

ଧ୍ୟାନ ଦିଅନ୍ତୁ

  • କେବେହେଲେ ନିଜର ପାସ୍ ୱାର୍ଡ କିମ୍ବା ଇମେଲ ପବ୍ଲିକ ରେ ଲେଖନ୍ତୁ ନାହିଁ। 

  • କାହା ସହିତ ସେୟାର କରନ୍ତୁ ନାହିଁ। 

  • କୌଣସି ଲିଙ୍କ୍ ଉପରେ ଏହାକୁ ଯାଞ୍ଚ୍ ନ କରି କ୍ଲିକ୍ କରନ୍ତୁ ନାହିଁ। 

  • ନିଜର ବ୍ୟକ୍ତିଗତ ସୂଚନା କାହାକୁ କେବେହେଲେ ଦିଅନ୍ତୁ ନାହିଁ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?