ଧାରାବାହିକ କାହାଣୀ ସରିଯାଇଛି ବୋଲି କିପରି ମାର୍କ କରିବି ?

ସାଧାରଣ ଭାବରେ ମଧ୍ୟ ଲେଖିଥିବା ଧାରାବାହିକଗୁଡ଼ିକୁ ସର୍ବଦା ଶେଷ କରିବାକୁ ଚେଷ୍ଟା କରନ୍ତୁ ଓ ଏହା ଶେଷ ହେଲା ପରେ ଏହାକୁ ଶେଷ ହୋଇଯାଇଛି ବୋଲି ମାର୍କ କରନ୍ତୁ।

 

  • ଏଡିଟ୍ କରନ୍ତୁ>>ଅନ୍ୟ ସୂଚନା ଏଡିଟ୍ କରନ୍ତୁ>>ଧାରାବାହିକ ଷ୍ଟେଟସ୍ କୁ ଯାଇ ସରିଯାଇଛି ବୋଲି ମାର୍କ କରି ଦିଅନ୍ତୁ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?