ମୁଁ ସୂଚନା ଥର ଓ ପ୍ରକାର କିପରି ସ୍ଥିର କରି ପାରିବି ?

ଇମେଲ ସୂଚନା

ଏଥିରେ ସମସ୍ତ ପ୍ରକାରର ଡାଇଜେଷ୍ଟ୍ ସାପ୍ତାହିକ କିମ୍ବା ଦୈନିକ ଭାବରେ ଆପଣ ଇଚ୍ଛା ଅନୁସାରେ ଆପଣଙ୍କୁ ଇମେଲ ରେ ମିଳିବ। 

 

ବ୍ୟକ୍ତିଗତ କାର୍ଯ୍ୟ କଳାପ ସୂଚନା

କେହି ଆପଣଙ୍କୁ ଫଲୋ କଲେ, କେହି ମନ୍ତବ୍ୟ ଦେଲେ ଏହା ଆପଣଙ୍କୁ ନିଜ ଆପ ରେ ଦେଖିବାକୁ ମିଳିବ। 

 

କମ୍ୟୁନିଟି ସୂଚନା

ପୋଷ୍ଟ ଓ ଏହା ସଂପର୍କିତ, ଆପଣ ଫଲୋ କରୁଥିବା ୟୁଜର ଙ୍କ ଅପଡେଟ ଆପଣଙ୍କୁ ମିଳିବ। 

 

ଆପଣ ସୂଚନା କେବେ, କେତେଥର ଓ କେଉଁ ସ୍ଥାନରେ ପାଇବାକୁ ଚାହାଁନ୍ତି ତାହା ଆପଣ ସେଟିଂ କୁ ଯାଇ ବାଛି ପାରିବେ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?