ପ୍ରତିଲିପି ରେ କିପରି ନିଜ ପ୍ରୋଫାଇଲ୍ ତିଆରି କରିବୁ ?

SETTING UP YOUR PROFILE

ଆପଣ ନିଜର ପ୍ରୋଫାଇଲ୍ ତିଆରି କରି ଇମେଲ ଯାଞ୍ଚ୍ କରିବା ମାତ୍ରକେ ଆପଣଙ୍କ ପ୍ରୋଫାଇଲ୍ ସମ୍ପୂର୍ଣ ଭାବରେ ପ୍ରସ୍ତୁତ ହୋଇଯିବ। ଆପଣ ଏଠାରେ ନିଜର ପସନ୍ଦର ବିଭାଗ, ନିଜ ବିଷୟରେ ତଥା ନିଜ ଫୋଟୋ ଅପଲୋଡ଼ କରି ପାରିବେ। 

ପ୍ରୋଫାଇଲ୍ ରେ ଆପଣ 5000 ପର୍ଯ୍ୟନ୍ତ ଶବ୍ଦରେ ନିଜ ବିଷୟରେ ଲେଖି ପାରିବେ। ଏଠାରେ କୌଣସି ଲିଙ୍କ୍ ବ୍ୟବହାର ନ କରିବାକୁ ଚେଷ୍ଟା କରନ୍ତୁ।  

ଫୋଟୋ ଅପଲୋଡ଼ ପ୍ରଣାଳୀ : 

  1. ଫୋଟୋ ପରିବର୍ତ୍ତନ କରିବା ପାଇଁ ପ୍ରତିଲିପି ଆପ କୁ ନିଜ ଫୋନ୍ ରେ ଅନୁମତି ଦିଅନ୍ତୁ। 

  2. .jpg ଫର୍ମାଟ ରେ ଫୋଟୋ 1MB ପର୍ଯ୍ୟନ୍ତ ଆପଣ ପ୍ରୋଫାଇଲ୍ ରେ ଅପଲୋଡ଼ କରି ପାରିବେ। 

  3. Content Guidelines ରୁ ଆପଣ ଫୋଟୋ ବିଷୟରେ ଅଧିକ ସୂଚନା ପାଇ ପାରିବେ ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?