ସୁପର୍ ଫ୍ୟାନ ସବସ୍କ୍ରିପସନ୍ ରୁ ମିଳିଥିବା ରୋଜଗାର ମୁଁ କେଉଁଠାରେ ଦେଖି ପାରିବି ?

ପେମେଣ୍ଟ ପ୍ରତି ମାସର ପ୍ରଥମ ସପ୍ତାହ,୭ ତାରିଖ ପୂର୍ବରୁ ଆପଣଙ୍କ ଆକାଉଣ୍ଟ୍ କୁ ଚାଲିଯିବ। ଯଦି ଆପଣଙ୍କ ରୋଜଗାର ୫୦ ଟଙ୍କାରୁ ଅଧିକ ଅଛି ତେବେ ସଠିକ୍ ତଥ୍ୟ ଦେଇ ଆକାଉଣ୍ଟ୍ ପୂରଣ କରନ୍ତୁ। ଯଦି ଆକାଉଣ୍ଟ୍ ତଥ୍ୟ ଭୁଲ ଥାଏ କିମ୍ବା କୌଣସି କାରଣ ଯୋଗୁଁ ପେମେଣ୍ଟ ହୋଇ ପରେ ନାହିଁ ତେବେ ଆମେ ଇମେଲ ଯୋଗେ ଜଣାଇ ଦେବୁ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?