ମୁଁ ବ୍ୟାଙ୍କ୍ ଆକାଉଣ୍ଟ୍ ସୂଚନା ଯୋଗ କରି ସାରିଛି କିନ୍ତୁ ଟଙ୍କା ପାଇନାହିଁ ?

ଆପଣ ଆପ ର ସବୁଠାରୁ ଉପରେ ଥିବା ଗୋଲ୍ଡ କୟନ ଉପରେ କ୍ଲିକ୍ କରି ଏହାର ଏକ ସ୍କ୍ରିନ୍ ସଟ୍ ଆମକୁ ପଠାନ୍ତୁ। ଏଥିରେ ଆପଣଙ୍କ ରୋଜଗାର ଦେଖା ଯାଇଥାଏ।

  • ସବୁ ମାସ ସବୁ ଲେଖକଙ୍କ ପେମେଣ୍ଟ ଆପେ ଆପେ ଲେଖକଙ୍କ ଆକାଉଣ୍ଟ୍ କୁ ଚାଲିଯିବ। ଯଦି କୌଣସି ଅସୁବିଧା ରହିଛି ତେବେ ଏହାକୁ ଇମେଲ ଦ୍ଵାରା ଜଣାଇ ଦିଆଯିବ।

  • ଜାନୁଆରୀ ମାସରେ ଯଦି ପେମେଣ୍ଟ ଆପଣଙ୍କ ଆକାଉଣ୍ଟ୍ କୁ ଯାଇ ପାରି ନାହିଁ ତେବେ ଫେବୃଆରୀ ମାସ ସହ ମିଶି ଚାଲିଯିବ। ପୁରୁଣା ମାସ ଗୁଡ଼ିକର ପେମେଣ୍ଟ ବାକି ରହି ନୂଆ ମାସର ପେମେଣ୍ଟ ହେବ ନାହିଁ ଏହାର ଅର୍ଥ ସବୁବେଳେ ଆପଣଙ୍କ ମୋ ରୋଜଗାର ରେ ଯାହା ଦେଖାଇବ ତାହା ମାସ ଶେଷକୁ ଆକାଉଣ୍ଟ୍ କୁ ଚାଲିଯିବ।

  • ଆପଣଙ୍କୁ ପେମେଣ୍ଟ ରିସିପ୍ଟ ଆପଣଙ୍କ ମେଲ୍ ରେ ମିଳିବା ସହିତ ମୋ ଆମଦାନୀ ଅପଡେଟ ହୋଇଯିବ। ଯେଉଁ ଆକାଉଣ୍ଟ୍ ସୂଚନା ଦେଇଛନ୍ତି ସେହି ସମାନ ଆକାଉଣ୍ଟ୍ ଯାଞ୍ଚ୍ କରନ୍ତୁ। ଅର୍ଥ ସେହି ଆକାଉଣ୍ଟ୍ କୁ ପଠାଯାଇଥାଏ।

  • ଯଦି ମୋ ଆମଦାନୀ ରେ ଟଙ୍କା ଦେଖାଉଅଛି। ତେବେ ଆମକୁ ଏହାର ଏକ ସ୍କ୍ରିନ୍ ସଟ୍ ପଠାନ୍ତୁ। ସବୁ ପ୍ରକାରର ବ୍ୟାଙ୍କ୍ ଅପଡେଟ ୪/୫ ଦିନ ସମୟ ନେବ। ଏହା ବ୍ୟାଙ୍କ୍ ନିୟମ ଅନୁସାରେ ହୋଇଥାଏ। ରିପୋର୍ଟ୍ କରନ୍ତୁ ଓ ଆମ ସହିତ ଏହା ସମାଧାନ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?