ପଢ଼ା ଚ୍ୟାଲେଞ୍ଜ ବିଷୟରେ ଅଧିକ ଜାଣିବାକୁ ଚାହୁଁଛି ।

୧. ପଢ଼ା ଚ୍ୟାଲେଞ୍ଜ କଣ୍ ?
ଆପଣ ପ୍ରତିଲିପି ଆଣ୍ଡ୍ରଏଡ ଆପ ରେ ଭିନ୍ନ ଭିନ୍ନ ଦିନରେ ଲେଖା ପଢ଼ି ପ୍ରତିଲିପି କୟନ୍ ଜିତି ପାରିବେ।

୨.କେତେ ଦିନ ପଢ଼ିଲେ କୟନ୍ ଜିତି ପାରିବି ?
I. ୭ ଦିନ ଚ୍ୟାଲେଞ୍ଜ - ଏଥି ଅନ୍ତର୍ଗତ ଆପଣ ୭ ଦିନ ଲଗାତାର ଲେଖା ପଢ଼ି ୫ ଟି କୟନ୍ ଜିତି ପାରିବେ
ii. ୨୧ ଦିନ ଚ୍ୟାଲେଞ୍ଜ - ଏଥି ଅନ୍ତର୍ଗତ ଆପଣଙ୍କୁ ଲଗାତାର ୨୧ ଦିନ ଲେଖା ପଢିବାକୁ ହେବ, ୭ ଦିନ ପଢ଼ା ପୁରା କରିବା ପରେ ୫ ଟି କୟନ୍ ଓ ୨୧ ଦିନ ପୁରା କରିବା ପରେ ୨୦ ଟି କୟନ୍ ଆପଣଙ୍କୁ ମିଳିବ।

୩. କୌଣସି ଦିନ ମିସ୍ କଲେ କଣ୍ ହେବ ?
ଆପଣଙ୍କୁ ଦିନ ୧ ରୁ ଆଉଥରେ ପଢ଼ା ଆରମ୍ଭ କରିବାକୁ ହେବ।

୪. ୨୧ ଦିନିଆ ଚ୍ୟାଲେଞ୍ଜ ରେ ଯଦି ୭ ଦିନ ପରେ କୌଣସି ଦିନ ମିସ ହୋଇଯାଏ ତେବେ ?
୭ ଦିନର ଚ୍ୟାଲେଞ୍ଜ ଅନ୍ତର୍ଗତ ୫ ଟି କୟନ୍ ମିଳିବ କିନ୍ତୁ ଯେହେତୁ ଆପଣ ଦିନ ମିସ୍ କରିଛନ୍ତି ତେଣୁ ୨୧ ଦିନ ପାଇଁ ଥିବା ୨୦ ଟି କୟନ୍ ମିଳିବ ନାହିଁ।

୫. ୱେବସାଇଟ ରେ ପଢ଼ା ଚ୍ୟାଲେଞ୍ଜ ?
ପଢ଼ା ଚ୍ୟାଲେଞ୍ଜ କେବଳ ପ୍ରତିଲିପି ଆଣ୍ଡ୍ରଏଡ୍ ଆପ ରେ ଉପଲବ୍ଧ ତେଣୁ କୟନ୍ କେବଳ ଏଥିରେ ମିଳିବ। IOS ରେ ଏହା ଉପଲବ୍ଧ ନାହିଁ।

୬. ମୁଁ ପଢ଼ା ଚ୍ୟାଲେଞ୍ଜ ରେ ବାରମ୍ବାର ଭାଗ ନେଇ ପାରିବି ?
ଥରେ ଚ୍ୟାଲେଞ୍ଜ ପୁରା କରିବା ପରେ ଆପଣ କେତେଥର ମଧ୍ୟ ଭାଗ ନେଇ ପାରିବେ।

୭. ପଢ଼ା ଚ୍ୟାଲେଞ୍ଜ ରେ ଜିତିଥିବ କୟନ୍ ମୁଁ କେଉଁ ଠାରେ ଦେଖିବାକୁ ପାଇବି ?
ଆପଣ ଆପ୍ ର ଉପରେ ଦେଖାଯାଉଥିବା କୟନ୍ ଚିହ୍ନ ଉପରେ କ୍ଲିକ୍ କରି "ମୋ କୟନ୍' ବିଭାଗରେ ଏହାକୁ ଦେଖି ପାରିବେ।

୮. ପଢିଲା ପରେ ଯଦି ମୋତେ କୟନ୍ ମିଳି ନାହିଁ ତେବେ କଣ୍ କରିବି ?
ଆମକୁ ଜଣାନ୍ତୁ, ସମ୍ପର୍କ କରନ୍ତୁ କିମ୍ବା 8296402424 ରେ whatsapp କରନ୍ତୁ।

୯. ମୋ ଅସୁବିଧା ଉପରେ ଉଲ୍ଲେଖ ନାହିଁ।
ଆମକୁ ଜଣାନ୍ତୁ, ସମ୍ପର୍କ କରନ୍ତୁ କିମ୍ବା 8296402424 ରେ whatsapp କରନ୍ତୁ। ପ୍ରତିଲିପି ମନିଟାଇଜେସନ୍ ସମସ୍ତ ତଥ୍ୟ - ଭିଡିଓ

୧୦. ମୂଲ୍ୟ ଗଣନା କିପରି ହୋଇଥାଏ ?
ପ୍ରତି କୟନ ର ମୂଲ୍ୟ ଭାରତୀୟ ମୁଦ୍ରାରେ ୫୦ ପଇସା। ମାନେ କରନ୍ତୁ ଆପଣ ୪୦ ଟି କୟନ ପାଇଛନ୍ତି ସବୁ ଷ୍ଟିକର ରୁ ତେବେ ଆପଣଙ୍କୁ ମିଳିଥିବା ମୂଲ୍ୟ ୪୦*.୫ = ୨୦ ଟଙ୍କା । ଆପଣଙ୍କୁ ୨୦ ଟଙ୍କାର ୪୨% ଅର୍ଥାତ୍ ୮.୪୦ ଟଙ୍କା ଆପଣଙ୍କ ଆକାଉଣ୍ଟ କୁ ପଠାଇ ଦିଆଯିବ। ଧ୍ୟାନ ରଖନ୍ତୁ ୫୦ ଟଙ୍କାରୁ ଅଧିକ ମୁଦ୍ରା ହେବା ମାତ୍ରକେ ଆପଣ ଏହାକୁ ଆପଣଙ୍କ ଆକାଉଣ୍ଟ କୁ ନେଇ ପାରିବେ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?