ମୋତେ ଟଙ୍କା ଦରକାର ନାହିଁ। ମୁଁ ମୋ ଧାରାବାହିକ କୁ ସବସ୍କ୍ରିପସନ୍ ରୁ ହଟାଇ ପାରିବି?

ଆପଣ ଏଡ଼ିଟ ବିକଳ୍ପକୁ ଯାଇ ଏହାକୁ ହଟାଇ ପାରିବେ। କିନ୍ତୁ ଆପଣଙ୍କ ପଠକ ମାନେ ଆପଣଙ୍କ ଲେଖା କୁ ଆଗ୍ରହର ସହିତ ଅପେକ୍ଷା କରିଥିବେ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?