ଆପଣ ନେଗେଟିଭ ରିଭ୍ୟୁ ହଟାଇ ଦିଅନ୍ତି କି ?

ସମସ୍ତ ପଥାକଙ୍କର ଲେଖା ଉପରେ ନିଜର ମନୋଭାବ ପ୍ରକାଶ କରିବାର ସମ୍ପୂର୍ଣ୍ଣ ସ୍ଵାଧୀନତା ରହିଛି। କିନ୍ତୁ ଏହା ଅସମ୍ମାନବୋଧ, ଅଶ୍ଳୀଳ, ବ୍ୟକ୍ତିଗତ ଆକ୍ରମଣ ବୋଲି ରିପୋର୍ଟ୍ ହେବା ମାତ୍ରକେ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। 

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?