ମୁଁ ଗୋଟିଏ ଖରାପ ରିଭ୍ୟୁ କିମ୍ବା ରେଟିଙ୍ଗ କୁ କିପରି ରିପୋର୍ଟ୍ କରିବି ?

ହାରସମେଣ୍ଟ ,ଘୃଣା ଭାବ,ଧମକ,ଅଶ୍ଳୀଳ ମନ୍ତବ୍ୟ ଆଦିକୁ ପ୍ରତିଲିପି କଦାପି ସଜ୍ୟ କରିବ ନାହିଁ। ଆପଣ ଏହାକୁ ଦେଖିବା ମାତ୍ରକେ ଏହା ପାଖରେ ଥିବା ରିପୋର୍ଟ୍ ବଟନ୍ ରେ ରିପୋର୍ଟ୍ କରନ୍ତୁ କିମ୍ବା ସେଟିଂ ରେ ସହାୟତା କେନ୍ଦ୍ରରେ ବିସ୍ତୃତ ଭାବରେ ବୁଝାଇ ଜଣାନ୍ତୁ। 

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?