ପ୍ରତିଲିପି ରେ ଲୋକପ୍ରିୟ କିପରି ହେବି ?

  • ଲେଖା,ଧାରାବାହିକ ନିୟମିତ ପ୍ରକାଶ କରନ୍ତୁ ଓ ତଳ ନିୟମ ଅନୁଯାୟୀ ପୋଷ୍ଟ କରନ୍ତୁ। ଅଧିକରୁ ଅଧିକ ଲୋକଙ୍କୁ ସେୟାର କରନ୍ତୁ। ପ୍ରତିଯୋଗିତା ଗୁଡିକରେ ଭାଗ ନିଅନ୍ତୁ। ପ୍ରତିଲିପି ରେ ସକ୍ରିୟ ରୁହନ୍ତୁ । ପଢନ୍ତୁ,ଲେଖନ୍ତୁ ଫଲୋ କରନ୍ତୁ,ମେସେଜ ର ଉତ୍ତର ଦିଅନ୍ତୁ,ସକ୍ରିୟ ରୁହନ୍ତୁ ।

  •  କେବଳ ପୋଷ୍ଟ କରି ଭୁଲିଗଲେ ହେବ ନାହିଁ। ପ୍ରତିଲିପି ସିଷ୍ଟମ୍ ଆପେ ଆପେ ଫେସବୁକ୍ ଓ ଅନ୍ୟାନ୍ୟ ମାଧ୍ୟମରେ ସେୟାର କରିବ। ନିଜ ଲେଖା ଲିଙ୍କ୍ ସବୁ ସ୍ଥାନରେ ସେୟାର କରନ୍ତୁ ଓ ଲେଖାକୁ ଭାଇରାଲ କରନ୍ତୁ। ନିଜ ତରଫରୁ ମଧ୍ୟ ଚେଷ୍ଟା କରନ୍ତୁ। ୫/୬ ମାସ ସମୟ ନିଅନ୍ତୁ। ଆପ୍ ବ୍ୟବହାର କରନ୍ତୁ ଓ ଆପ୍ ର ଫିଚର୍ ବିଷୟରେ ଜାଣନ୍ତୁ।

  •  ଏହା କୌଣସି ମ୍ୟାଜିକ୍ ନୁହେଁ, ଲେଖା ପୋଷ୍ଟ କରିବା ମାତ୍ରକେ ଲକ୍ଷ ଲକ୍ଷ ପାଠକ ପଢ଼ିବେ,ଲେଖା ନିୟମିତ ଭାବେ ପ୍ରକାଶ କରନ୍ତୁ ଓ ସେୟାର କରନ୍ତୁ।ଧର୍ଯ୍ୟ ରଖି ୪/୬ ସପ୍ତାହ ଅପେକ୍ଷା କରନ୍ତୁ। ପ୍ରତିଲିପି ରେ ଲେଖା ସଂଖ୍ୟା,ଲେଖକ ସଂଖ୍ୟା ଓ ତା ସହିତ ଲେଖା ଲେଖା ମଧ୍ୟରେ ପ୍ରତିଯୋଗିତା ମଧ୍ୟ ବଢି ଚାଲିଛି ତେଣୁ ନିଜର ଚେଷ୍ଟାରେ କୋହଳ କରନ୍ତୁ ନାହିଁ ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?