କିପରି ପ୍ରତିଲିପି ଆକାଉଣ୍ଟ୍ ଡିଆକ୍ଟିଭେଟ କରିବି ?

  • ନିଜର ଆକାଉଣ୍ଟ୍ ଡିଅକ୍ଟିଭେଟ୍ କରିବା ପାଇଁ କିମ୍ବା ଡିଲିଟ୍ କରିବା ପାଇଁ ଆମକୁ ଜଣାନ୍ତୁ। 

  • ଆମେ ମେସେଜ ରେ ନିଶ୍ଚିତ ହେବା ମାତ୍ରକେ ଏହାକୁ ଡିଲିଟ୍ କରିଦେବୁ। 

  • ଏଥିପାଇଁ ଆପଣଙ୍କୁ ନିଜ ପ୍ରୋଫାଇଲ୍ ରୁ ନିଜ ସେଟିଂ ରୁ ରିପୋର୍ଟ୍ କରିବାକୁ ହେବ। 

  • ପ୍ରୋଫାଇଲ୍ ଡିଲିଟ୍ କରିବାକୁ ଚାହୁଁଥିଲେ ଆମକୁ ଏହି ମେସେଜ ରେ ନିଶ୍ଚିତ କରନ୍ତୁ। ଆମେ ଏହାକୁ ଆପଣଙ୍କ ପାଇଁ ଡିଲିଟ୍ କରିଦେବୁ। 

  • ଧ୍ୟାନ ରଖନ୍ତୁ - ପ୍ରୋଫାଇଲ୍ ଡିଲିଟ୍ ପରେ ଆପଣଙ୍କ କୌଣସି ଲେଖାକୁ ଫେରସ୍ତ ଅଣାଯାଇ ପାରିବ ନାହିଁ।

  • ଆକାଉଣ୍ଟ୍ ଡିଅକ୍ଟିଭେଟ୍ ହୋଇଥିଲେ ଆପଣ ଲଗିନ କରିବା ମାତ୍ରକେ ଏହା ଅକ୍ଟିଭ ହୋଇଯିବ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?