ମୁଁ ମୋତେ ମିଳୁଥିବା ସୂଚନା ସବୁ କେଉଁଠାରେ ଦେଖି ପାରିବି ?

ପ୍ରତିଲିପି ହୋମ୍ ପେଜ ରେ ଲାଲ୍ ବିନ୍ଦୁ ଉପରେ କ୍ଲିକ୍ କରି ସମସ୍ତ ସୂଚନା ଦେଖି ପାରିବେ। 

 

ଏହା ବ୍ୟତୀତ ସମସ୍ତ ପ୍ରକାରର ସୂଚନା ଆପଣଙ୍କୁ ଆପଣଙ୍କ ଇମେଲରେ ପଠାଇ ଦିଆଯିବ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?