ମୁଁ କାହିଁକି ବ୍ୟାଙ୍କ୍ ଆକାଉଣ୍ଟ୍ ସୂଚନା ଯୋଗ କରି ପାରୁ ନାହିଁ ?

ଯଦି ଆପଣଙ୍କ ରୋଜଗାର ୫୦ ଟଙ୍କାରୁ ଅଧିକ ଅଛି ତେବେ ସଠିକ୍ ତଥ୍ୟ ଦେଇ ଆକାଉଣ୍ଟ୍ ପୂରଣ କରନ୍ତୁ। ଯଦି ଆକାଉଣ୍ଟ୍ ତଥ୍ୟ ଭୁଲ ଥାଏ କିମ୍ବା କୌଣସି କାରଣ ଯୋଗୁଁ ପେମେଣ୍ଟ ହୋଇ ପରେ ନାହିଁ ତେବେ ଆମେ ଇମେଲ ଯୋଗେ ଜଣାଇ ଦେବୁ। ଇମେଲ ପାଇବା ମାତ୍ରକେ ଆପଣଙ୍କ ସଠିକ୍ କିମ୍ବା ଦ୍ୱିତୀୟ ଆକାଉଣ୍ଟ୍ ର ନାମ,ଆକାଉଣ୍ଟ୍ ନମ୍ୱର୍, IFSC କୋଡ଼ ଆମକୁ ସଙ୍ଗେ ସଙ୍ଗେ ଜଣାନ୍ତୁ.

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?