ଧାରାବାହିକ ଗୁଡ଼ିକ ପ୍ରତିଲିପି ପ୍ରିମିୟମ ରେ ଅନ୍ତର୍ଗତ ଆସିବା ନିମନ୍ତେ ସର୍ତ୍ତ ?

ସରିଯାଇଥିବା ଧାରାବାହିକ :

ଏହା ବର୍ତ୍ତମାନ୍ ପାଇଁ ପ୍ରତିଲିପି ଟିମ୍ ଦ୍ଵାରା ବଛାଯିବ। ପରେ ନୂଆ ଆପ ରେ ଲେଖକ ମାନେ ନିଜେ ଯୋଗଦେଇ ପାରିବେ।

ସକ୍ରିୟ ଥିବା/ଚାଲୁଥିବା ଧାରାବାହିକ :

ସବୁ ସକ୍ରିୟ ଧାରାବାହିକ ଯାହା ସୁପର୍ ଫ୍ୟାନ ଅନ୍ତର୍ଗତ ଚାଲୁଅଛି ଏହା ଆପେ ଆପେ ପ୍ରତିଲିପି ପ୍ରିମିୟମ ରେ ସାମିଲ୍ ହୋଇଯିବ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?