ମୁଁ ମୋ ଲେଖା ଉପରୁ ନେଗେଟିଭ ରେଟ ଓ ରିଭ୍ୟୁ କୁ ହଟାଇ ପାରିବି କି ?

ପ୍ରତିଲିପି କେବଳ କୌଣସି ରେଟ୍ କିମ୍ବା ରିଭ୍ୟୁ କୁ ହଟାଇ ପାରିବ। ଆପଣ ଏହାକୁ ରିପୋର୍ଟ୍ କରିବା ମାତ୍ରକେ ଏହାକୁ ଯାଞ୍ଚ୍ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?