ଆକାଉଣ୍ଟ୍ କିପରି ସୁରକ୍ଷିତ କରି ରଖି ପାରିବି ?

ନିଜ ପ୍ରୋଫାଇଲ୍ ସୁରକ୍ଷିତ ରଖନ୍ତୁ :

  • ସହଜ ଓ ଛୋଟ ପାସ୍ ୱାର୍ଡ ବ୍ୟବହାର ନ କରି ମିଶାମିଶି ଶବ୍ଦ, ଅକ୍ଷର ଓ ଚିହ୍ନ ବ୍ୟବହାର କରନ୍ତୁ। 

  • ସହଜରେ ଆପଣଙ୍କ ନମରୁ ଭାବି ହୋଇଯାଇଥିବା ପାସ୍ ୱାର୍ଡ ବ୍ୟବହାର କରନ୍ତୁ ନାହିଁ। 

  • ପ୍ରତି ୬ ମାସରେ ଥରେ ପାସ୍ ୱାର୍ଡ ବଦଳାନ୍ତୁ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?