ମୋ ଧାରାବାହିକ ରୁ ମୁଁ କିପରି ଭାବରେ ପ୍ରତିଲିପି ପ୍ରିମିୟମ ଅନ୍ତର୍ଗତ ରୋଜଗାର କରି ପାରିବି ?

୬୦% ଅର୍ଥ ସମସ୍ତ ପ୍ରତିଲିପି ପ୍ରିମିୟମ ଅନ୍ତର୍ଗତ ଲେଖକ ମାନଙ୍କ ମଧ୍ୟରେ ପଠନ ସଂଖ୍ୟା ଅନୁସାରେ/ଅନୁପାତରେ ବାଣ୍ଟି ହୋଇଯିବ। ଅଧିକ ପାଠକ ଓ ଅଧିକ ପଠନ ସଂଖ୍ୟା ଯୁକ୍ତ ଲେଖକ ମାନେ ସେହି ଅନୁପାତରେ ଅଧିକ ଅର୍ଥ ରୋଜଗାର କରିବେ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?