Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ପ୍ରେମ କି ଏମିତି ?? 🤦🏻 ସବୁବେଳେ ସେ ରାଗେ, ରୁଷେ, ଅଭିମାନ କରେ .. ନ ଚିହ୍ନିଲା ପରି ଗାଳି କରେ .. ଭୁଲିଯିବାକୁ କହେ .. କହେ, ରାତିରେ ତୁମ ସହ କଥା ହେବା ପରେ ମୁଁ ଦିନରେ ତୁମ ମନସ୍କ ହେଇ ଯାଉଛି ..କିଛି ବି ଭଲ ଲାଗୁନି ...
ଏତେ ଦିନପରେ ମନଲାଖି ଉପହାର ଗୋଟେ ମିଳିଗଲାରୁ ମୁଁ ବହୁତ୍ ଖୁସି । ଆଜି ମୁଁ Mess କୁ ଆସିବା ପାଇଁ ବସ୍ ଅପେକ୍ଷାରେ ଥାଏ । ହଠାତ୍ କେଉଁଠି ଥିଲା ଯେ କଳା ବାଦଲ ଗୁଡ଼ିକ ସଙ୍ଗେ ସଙ୍ଗେ ଏକାକାର ହୋଇ ଅନ୍ଧକାରର ରୂପ ନେଲା । ବର୍ଷା ସାଙ୍ଗକୁ ...
ଜଟିଆ ରାସ୍ତାରେ ଯାଉଥିବା ବେଳେ ଗୋଟେ ଝିଅକୁ ଦେଖି ତାକୁ ପଚାରିଲା, '' ତୁମେ ମୋତେ ଚିଁହିଁ ପାରୁଛ?" ଝିଅ କହିଲା : ନାଁ ଚିଁହିପାରୁନି !! ତୁମେ କିଏ କହିଲ? ଜଟିଆ କହିଲା: ମୁଁ ହେଉଛି ସିଏ ଯାହାକୁ ତମେ କାଲି ବି ...
ଇଏ ବି ଗୋଟେ ଏମିତିଆ ବାହାଘର ଯାହା ହେବାପାଇଁ ଦୁଇ ଜଣ ପ୍ରେମୀ ଯୁଗଳଙ୍କୁ ବହୁତ ମୂଲ୍ୟ ଦେବାକୁ ପଡ଼ିଥିଲା। ବହୁତ ସଂଘର୍ଷ ଆଉ ଝଡଝଞ୍ଜାର ସମ୍ମୁଖୀନ ହେବାକୁ ପଡ଼ିଥିଲା ସେମାନଙ୍କୁ। ମାନେ ପ୍ରେମରେ ସଫଳତା ପାଇବାକୁ ଅହରହ ସଂଗ୍ରାମ କରିବାକୁ ...
ଶ୍ରଦ୍ଧେୟ ପାଠକ ପାଠିକା ମାନେ ~~~~~~~~~~~~~~~~~~~~~~~ ଏହି କାହାଣୀ ଟି ଏକ ପାରିବାରିକ ହାସ୍ୟରସାତ୍ମକ କାହାଣୀ | କାହାଣୀ ର ନାୟିକା ସାଜିଛି ଗାଁ ର ଅପାଠୋଇ ଝିଅଟିଏ କାଞ୍ଚନ |ସୌଭାଗ୍ୟ ଯୋଗ ରୁ ସେ ...
ସତରେ କଣ ଗୋଟିଏ ଅଧୁରା ପ୍ରେମ ଆମକୁ କଷ୍ଟ ଦେଇଥାଏ? ସମସ୍ତେ କୁହନ୍ତି ବହୁତ କଷ୍ଟ ଦିଏ କିନ୍ତୁ ମୋ ପାଇଁ ଏହି ବାକ୍ୟ ଟି ସମ୍ପୂର୍ଣ ଠିକ୍ ନୁହେଁ ।ତେବେ ଏଇଟା କେତେ ଦୂର ଠିକ ଆପଣ ମାନେ ଏଇ କାହାଣୀ ପଢିଲେ ଜାଣି ପରିବେ । କିଏ ଜାଣେ ଏଇ ...
ଜନ୍ମ କରି ଥିବା ମୋର ମାଆ ମୋତେ କଣ ଛାଡି ଯାଇପରିଥିବ । ନା ପୁଣି ଯୌବନ ର ପିପାସା ମେଣ୍ଟାଇବା ର ମୁଁ ଗୋଟେ ଅଭିଶପ୍ତ ସୃଜନ । ମୋତେ ତାଙ୍କ ନିଜ ଠୁ ଦୂରେଇ ଦବାର ଅର୍ଥ କଣ ହୋଇ ପାରେ ....?? କଣ ମୁଁ ଦୋଷାଶିକ୍ତ ...
ସିଏ ଦିନେ ଥିଲା ତା ବାପା ଓ ମାର ଗେହ୍ଲା ପୁଅ ! ମା ଠାରୁ ଟିକେ ଦୂରକୁ ଗଲା ମା କାନ୍ଧି ପକାଉଥିଲା ! ମା ତାକୁ ଖୁଆଇ ଦେଲେ ସେ ଭାତ ଖାଉଥିଲା !! ସେ ସ୍କୁଲକୁ ଗଲେ ମା ତା ଫେରିବା ବାଟ ଚାହଁ ରହିଥିଲା କି ମୋ ଧନ କେବେ ଫେରିବା ?? ସମୟ ର ...
ବହୁତ ଦିନ ପରେ ଆଜି ଶ୍ୟାମାକୁ ଦେଖିଲି। ଏତେ ଦିନ ପରେ ଘରୁ ବାହାରକୁ ବାହାରି ଥିଲା ବୋଧେ ସେ। ଆଜି ବି ଅତୀତର ସେ ଘଟଣା ସବୁ ପୁରାପୁରି ଭୁଲି ପାରିନି ବୋଧେ। କିଛି କଥା ଅଛି ବୋଲି କହିବାରୁ ତାଙ୍କ ଗାଁ ପାଖ ମନ୍ଦିରକୁ ଗଲି ଦେଖା ...
କାନ୍ଥକୁ ଆଉଜି ବସି ଝରକା ଦେଇ ବାହାର ଆଡକୁ ଚାହିଁ ରହିଥାଏ ସୀମା। କୋଳରେ ତା'ର ଆଖି ବୁଜି ଶୋଇ ରହିଛି ଅସୀମ। ସେମାନଙ୍କର ନାମରୁ ହିଁ ବିପରୀତ ଭାବଧାରା ପ୍ରସ୍ଫୁଟିତ ହୁଏ; ତାଙ୍କ ପ୍ରେମ ଅବିନଶ୍ଵର, ଏକାନ୍ତ ଆତ୍ମିକ। ସତେ ...
ସତରେ ଦୁନିଆରେ ଭଗବାନଙ୍କ ଊପରକୁ ଆଉ କେହି ଜ େଣ ଅଛନ୍ତି। ଏ କଥା ମୁଁ ସେହି ଦିନ ଜାଣିଲି ଯେଉଁ ଦିନ ଆମ college କୁ ସେହି sir ଆସିଥିଲେ। ୧୮.୧୨.୨୦୨୧ ଏଈଟା ସେହି ତାରିଖ ଯୋଊ ଦିନ ଆମ ରାଜନୀତି ବିଭାଗ ର ସମସ୍ତ ପିଲାମାନଙ୍କର ଆଖି ...
ଜୀବନ ଯାତ୍ରା ଏକ ପ୍ରବାହମାନ ନଦୀର ଡଅଂର ବା ଚକା ଭଉଁରି ସଦୃଶ୍ୟ | ସମୟର ଅବବାହିକାରେ ସ୍ଥାନ କାଳ ପାତ୍ର ର ମୂଲ୍ୟ ବୋଧର ସଙ୍କଟ ମନୁଷ୍ୟକୁ ମୋହ ଗ୍ରସ୍ତ କରେ |ବାଟ ବଣା ହୁଏ |କର୍ମର ଫଳ ଅନୁଭବ ଯଦି ତତ୍ କାଳ ଉପସ୍ଥିତ ହୁଏ ମଣିଷ ...
ସ୍ବାମୀ : ହେଇଟି ଶୁଣୁଛ ,ଟିକେ ପାଣି ଆଣ..... ସ୍ତ୍ରୀ : କଣ ଶୋଷ ଲାଗୁଛି ? ସ୍ବାମୀ :ନା ଗଳାରେ କୋଉଠି ଲିକ୍ ଅଛି କି କଣ ଚେକ୍ କରିବି... ...
ଜୀବନରେ ସମ୍ପର୍କର ମାନେ କଣ ବୁଝିବାକୁ ଆଉ କିଛି ବାକି ନାହିଁ।ଗୋଟିଏ ପରିବାର ର ସଦସ୍ୟ ମାନଙ୍କ ଭିତରେ ଥାଏ ରକ୍ତ ସମ୍ପର୍କ।ଗୋଟିଏ ବଂଶ ,ପରମ୍ପରା ଓ ଆଭିଜାତ୍ୟ କୁ ନେଇ ଗର୍ବରେ ଫୁଲି ଉଠେ ଛାତି।ରକ୍ତ ସମ୍ପର୍କ ର ଦ୍ୱାହି ଦେଇ ବେଳେ ବେଳେ ...